ଦୁଆରୁ ଚାଲିଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦୁଆରୁକୁ ସମସ୍ତେ ଜାଣନ୍ତି । ସହର ସାରା ବୁଲି ବୁଲି ଯାହା ଦେଲେ ଖାଏ, ଯେଉଁଠି ପାରିଲେ ସେଇଠି ଶୁଏ…କୌଣସି ବାଛ ବିଚାର ନଥିବା ଅନାଥ ଦୁଆରୁ ରୋଗୀଣା ହୋଇଯିବା ପରେ ପାଖାପାଖି ୩ ବର୍ଷ ହେଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ ଉଦ୍ଧାର କରାଯାଇ ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ରଖାଯାଇଥିଲା । ତେବେ ଆଜି ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ଦୁଆର ଇହଧାମ ତ୍ୟାଗ କରିଥିବା କୁହାଯାଇଛି ।

Leave A Reply

Your email address will not be published.