କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ

କଟକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ । ପ୍ରକାଶ ରାଓଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ସେ ଓଡ଼ିଶାର ଗୌରବ ଥିଲେ ବୋଲି କହିଲେ ଧର୍ମେନ୍ଦ୍ର । ଦୀର୍ଘ ସମୟ ଧରି ନିଜ ବେଉସାରୁ ପଇସା ବଞ୍ଚାଇ ସମାଜ ସେବା କରିବାରେ ସଫଳ ମଣିଷ ଥିଲେ ପ୍ରକାଶ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.