oom

ଢୋଲବନ୍ଧରେ ବୈଦିକ ଯଜ୍ଞ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଯଜମାନ ଆନନ୍ଦ ସାହୁଙ୍କ ଅଭିଷ୍ଟ ପୂରଣ ଉଦ୍ଦେଶ୍ୟରେ ନବ ପ୍ରଭାତ ଆଶ୍ରମର ପୂଜ୍ୟ ଆଚାର୍ଯ୍ୟ ବୃହସ୍ପତି ଜୀ ତଥା ବ୍ରହ୍ମଚାରୀ ମାନଙ୍କ ଦ୍ୱାରା ଯଜ୍ଞ ସମାହିତ ହେବା ପରେ ମହର୍ଷି ଦୟାନନ୍ଦ କ୍ଲବ ବୈଦିକ ଭଜନ ଓ ସତସଙ୍ଗ ମଣ୍ଡଳୀ, ପାକେଲପଡା, ବରିହାପାଲି ଦ୍ୱାରା ଆୟୋଜିତ ବୈଦିକ ସତସଙ୍ଗ ଓ ଭଜନ, କୁଳମଣି ସାହୁଙ୍କ ବୈଦିକ ଉଦବୋଧନ ଗ୍ରାମବାସୀଙ୍କୁ ଏକ ନୂତନ ଉତ୍ସାହ ଓ ଅନୁଭୂତି ପ୍ରଦାନ କରିଛି । ଏହିପରି କାର୍ଯ୍ୟକ୍ରମକୁ ମନପ୍ରାଣ ଦେଇ ଉତ୍‌ଜୀବିତ କରି ରଖିଥିବା ମହର୍ଷି ଦୟାନନ୍ଦ କ୍ଲବ, ବରିହାପାଲିର ଦୀର୍ଘ ୭୯ ବର୍ଷର ସାଧନା ବାସ୍ତବରେ ସ୍ଵାଗତ ଯୋଗ୍ୟ ।

jittmm
Leave A Reply

Your email address will not be published.