ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଶାସନ ଅଧିକାରୀ ସ୍ୱର୍ଗତ ରାଧାକାନ୍ତ ହୋତାଙ୍କ ସହଧର୍ମିଣୀ କନକ ମଞ୍ଜରୀ ହୋତାଙ୍କ ପେଲେସଲାଇନ ସ୍ଥିତ ବାସ ଭବନ ଠାରେ ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଏବଂ ମେଳାପି ମହିଳା ଥିଲେ । ତାଙ୍କ ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟ ତଥା ପୁଅ ବୀରେନ୍ଦ୍ର, ବିଜୟ, ବିକ୍ରମ, ବୋହୁ ଅଞ୍ଜଳୀ, ରୀନା, ଶ୍ୱେତା, ଝିଅ ପ୍ରିୟମ୍ବଦା, ଜ୍ୱାଇଁ ଯଦୁମଣି ମହାପାତ୍ର ଏବଂ ନାତି ନାତୁଣିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.