ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ : ପୋଲିସ ଜିମାରେ ଦେଲେ ଗାଁ ଲୋକେ

ବେଗୁନିଆ : ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ । ସୂଚନା ଅନୁସାରେ ରାତିଅଧିଆ ବେଗୁନିଆ ଥାନାରୁ କାର୍‌ରେ ବାଣ ଓ ମଦ ଚୋରାଚାଲାଣ ବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖି ଗାଁ ଲୋକେ ପୋଲିସ ଜିମାରେ ଦେଇଛନ୍ତି । ତେବେ ଏହି ଚୋରା ଚାଲାଣ ଅଭିଯୋଗକୁ ହୋମଗାର୍ଡ ସ୍ୱୀକାର କରିଥିବା ଜଣାପଡିଛି ।

Leave A Reply

Your email address will not be published.