ତୁଷୁରାରୁ ୧୧୮.୯୦ କୁଇଣ୍ଟାଲ ବେଆଇନ ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରାଯାଇଛି । ତୁଷୁରାର କୁଳଦୀପ ଗୁପ୍ତାଙ୍କ ୨୭୦ଟି ଧାନ ବସ୍ତା ଜବତ କରାଯାଇଛି । ସମଲେଶ୍ଵରୀ ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆଯାଇଛି । ଏହି ଚଢାଉ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ, ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଏବଂ ପୋଲିସ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.