oom

୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିିର ସହରରେ ଆଜି ଭୋର ସକାଳୁ ଇନ୍ଦିରାନଗରପଡାର ମନୋଜ ମାଝୀ କୌଣସି ଏକ ଘରୋଇ କାମରେ ଯାଉଥିବା ସମୟରେ ରୁଗୁଡିପଡା ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଆଉ ଏକ ବାଇକ ସହିତ ବହୁ ଜୋର୍‌ରେ ଧକ୍କା ହେବା ଫଳରେ ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଗୋଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲେନସ୍‌ ସାହାଯ୍ୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.