om academy

୨ କାର୍ ମୁହାଁମୁହିିଁ ଧକ୍କା : ୭ ଜଣ ମୃତ

jsm

ମୁମ୍ବାଇ : ଭୁଲ ପାଶ୍ୱର୍ରେ ଆସୁଥିବା ବେଳେ ୨ କାର୍ ମଧ୍ୟରେ ହେଲା ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କର ଜୀବନ । ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା । ଗତ ରାତିରେ ଏକ ସ୍ୱିପ୍ଟ ଡିଜାୟାର କାର୍‌ ପେଟ୍ରୋଲ ଭରିବା ପରେ ଭୁଲ ପାଶ୍ୱର୍ରେ ଆସୁଥିଲା । ଏହି ସମୟରେ ସେ ସାମ୍ନାରୁ ଆସୁଥିବା ଏକ କାର୍‌ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, କାର୍ ପବନରେ ଉଡ଼ି କିଛି ଦୂରରେ ଯାଇ ପଡ଼ିଥିଲା । ଏହା ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.