କୁକୁଡ଼ା ବୋଝେଇ ଗାଡ଼ି ସହ କାର୍‌ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଟିଟିଲାଗଡ଼ ରୋଡ଼ କୋଶଲ ଛକ ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ କୁକୁଡ଼ା ବୋଝେଇ ୨୦୭ ଗାଡ଼ି (ଓଡ଼ି୦୩ଭି୩୩୨୭) ସହ ଏକ କାର୍‌ ଧକ୍କା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କାହାରି ପ୍ରାଣହାନୀ ଘଟି ନଥିବା କୁହ।ଯାଇଛି ।

Leave A Reply

Your email address will not be published.