ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର : ୭ ମୃତ

ବଡ଼ଚଣା : ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର । ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଇଛି ଆଇଚର । ଆଜି ଭୋର ୫ଟା ସମୟରେ କଲିକତା ପଟୁ ଆସୁଥିବା ଏକ ଆଇଚର ଗାଡି ଏ‌ଥିରେ ଧକ୍କା ଦେବା ଫଳରେ ଗାଡ଼ିରେ ଥିବା ୭ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.