
ବଲାଙ୍ଗିର, (କେପିଏନ୍ଏସ୍) : ଦୁଇ ବାଇକ ମୁହାଁମୁହିଁ ଧକ୍କା । ୪ ଗୁରୁତର । ବଲାଙ୍ଗିର ରୁଗୁଡ଼ିପଡାଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏଥିରେ ୪ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତରଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁରୁତରମାନେ ହେଲେ ତୁଳସୀ ନଗରର ସିଦ୍ଧାନ୍ତ ମହାନ୍ତି, ବିଜୁ ସେଠ ଏବଂ ବିଜାଖମନ ଗାଁର ଓମ ହରିପାଲ ଓ ଉଗ୍ରସେନ ହରିପାଲ ।