ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅଷ୍ଟମ ଦିନରେ ଅନିଶ୍ଚିତତା ଧାରଣା : ଧାରଣା ବଡ ରୂପ ନେଲେ ଫଳପ୍ରଦ ହେବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି, ଓଡ଼ିଶା ପକ୍ଷରୁ ହେଉଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ଅଷ୍ଟମ ଦିନରେ ପହଞ୍ଚିଛି । ସଂଘ ପକ୍ଷରୁ ବିପିନ୍ କୁଶଲିଆ, ରାଜେଶ ବଗର୍ତ୍ତି, ପ୍ରକାଶ ନାଏକ, ଅଜିତ ରଣା, ଜିତୁ ନାଗ, ପିଣ୍ଟୁ ଭୋଇଙ୍କ ସହ କର୍ମଚାରୀ ସଂଘ ଯୋଗ ଦେଇ ଧାରଣାରେ ବସିଥିଲେ । ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଧାରଣା ଆଗକୁ ବଡ ରୂପ ନେଲେ ଧାରଣାର ଫଳପ୍ରଦ ହେବା ନେଇ ଆଶଙ୍କା ସୃଷ୍ଟି ହେଇଛି ।

Leave A Reply

Your email address will not be published.