ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଅଭିମନ୍ୟୁ ନାଗଙ୍କ ପରଲୋକ ଘଟିଥିବା ଖବର ମିଳିଛି । ସ୍ୱର୍ଗତ ନାଗ ପୁଇଁନ୍ତଲା ବ୍ଲକ ଦଶପୁର ପଂଚାୟତର ପୂର୍ବତନ ସରପଂଚ ତଥା ବଲାଙ୍ଗିର ପୌପରିଷଦର ୱାର୍ଡ ନଂ. ୭ର କାଉନସିଲର ଶମ୍ଭୁ ନାଗଙ୍କ ପିତା ଅଟନ୍ତି । ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ତଥା ଷ୍ଟେଟ ହାଉସିଂବୋର୍ଡ ଚେୟାର୍‌ମେନ୍‌ କଳିକେଶ ସିଂଦେଓ, ପୌରଧ୍ୟକ୍ଷା ଲିକା ସାହୁ ସମତେ ସମସ୍ତ କାଉନସିଲର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.