centurian jitm

ବିଶ୍ଵତ୍ମା ଚେତନା ପରିଷଦ ସକ୍ରିୟ ସଦସ୍ୟା ଡାକ୍ତର ସୁଚେତା ମହାପାତ୍ରଙ୍କ ଦେହାନ୍ତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଶ୍ଵତ୍ମା ଚେତନା ପରିଷଦ ଏବଂ ଟ୍ରଷ୍ଟ ବଲାଙ୍ଗୀରର ଟ୍ରଷ୍ଟି, ବିଶ୍ଵତ୍ମା ଚେତନା ପରିଷଦ ସମ୍ବଲପୁର ଶାଖାର ସଚିବ ଏବଂ ବଲାଙ୍ଗିରର ସଭାନେତ୍ରୀ ତଥା ସକ୍ରିୟ ସଦସ୍ୟା ଡାକ୍ତର ସୁଚେତା ମହାପାତ୍ରଙ୍କ ଗତ କାଲି ତାଙ୍କ ସମ୍ବଲପୁର ବାସଭବନରେ ଦେହାନ୍ତ ହୋଇଯାଇଛି । ଆନନ୍ଦ ନିକେତନ ବଲାଙ୍ଗିର ଓ ବିଶ୍ୱତ୍ମା ବିଦ୍ୟାମନ୍ଦିରର ନିର୍ମାଣ, ସଞ୍ଚାଳନ ତଥା ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କ ବିୟୋଗରେ ବଲାଙ୍ଗିର ଆନନ୍ଦ ନିକେତନରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.