shyamal

ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ଆଦୃତା ଶିଶୁ ସଦନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ଆଦୃତା ଶିଶୁ ସଦନ ଠାରେ ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ସ୍କୁଲର ପ୍ରିନ୍ସିପାଲ୍ ଦିବ୍ୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଦୃତା ଶିଶୁ ସଦନର ସମସ୍ତ ଶିଶୁ ମାନଙ୍କ ସହ ମିଶି ଦୟାନନ୍ଦ ସ୍କୁଲର ସମସ୍ତ ଷ୍ଟାଫ ଏବଂ ସହଯୋଗୀ ନିଆର ଢଙ୍ଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ସାଧାରଣ ଜନତାଙ୍କୁ ବୃକ୍ଷରୋପଣ କରିବା ପାଇଁ ନିବେଦନ କରିଥିଲେ । ପରେ ସ୍କୁଲର ସମସ୍ତ ଷ୍ଟାଫ୍‌ ଓ ଶିଶୁ ସଦନର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜଳଯୋଗ ବ୍ୟବସ୍ଥା କରାଯାଇଥିଲା ।

purusottam
Leave A Reply

Your email address will not be published.