om academy

ସମଗ୍ର ଓଡ଼ିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ସମଗ୍ର ଓଡିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ ପଦାଧିକାରୀ ସଂଗଠନ ପକ୍ଷରୁ ଓଡିଶାର ପ୍ରାୟ ୩୦୦ କୃଷି ଭିତିକ ଶିଳ୍ପ ଏବଂ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ କରାଗଲେ ଓଡିଶାର ଦାଦନ, ଦାରିଦ୍ରତା ଏବଂ ବେରୋଜଗାର ନିଶ୍ଚିତ ଭାବେ ଦୂର ହୋଇପାରିବ । ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଦୀର୍ଘ ୯ରୁ୧୦ବର୍ଷ ହେଲା ବନ୍ଦ ହୋଇଛି । ଲକ୍ଷ ଲକ୍ଷ ଆଖୁଚାଷୀ ବେରୋଜଗାର ହୋଇଛନ୍ତି । ଏହି ଚିନିକଳକୁ କାର୍ଯ୍ୟକ୍ଷମ କରାଯାଉ ନହେଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.