oum

ବରଗଡ – ନୂଆପଡ଼ା ରେଲୱେ ଲାଇନ କାମ ତ୍ଵରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀଙ୍କ ଠାରେ ଦାବୀ

jsm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ସ୍ଥିତ ରେଲୱେ ଭବନରେ ରେଳମନ୍ତ୍ରୀ ଅଶ୍ମିନୀ ବୈଷ୍ଣବଙ୍କୁ ସକ୍ଷାତ କରି ବରଗଡ଼ ନୂଆପଡ଼ା ରେଲୱେ ଲାଇନ ତ୍ଵରାନ୍ନିତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀ ମାନଙ୍କୁ ଡ଼ାକି ତୁରନ୍ତ ସମସ୍ତ ତଥ୍ୟ ସହ ଏହି ରେଲୱେ ଲାଇନ କାମ ସରକାରଙ୍କ ପ୍ରାଥମିକତା ଥିବାରୁ କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ଆଗାମୀ ଦିନରେ କ୍ୟାବିନେଟ ଅନୁମୋଦନ ପାଇଁ ରେଲୱେ ବିଭାଗ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.