ls

ଗନ୍ଧର୍ଲା ଗାଁରେ ବିଜେଡିର କର୍ମୀ ସମ୍ମିଳନୀ : ୨୦୨୪ ନିର୍ବାଚନରେ ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁଙ୍କୁ ଟିକେଟ ପାଇଁ କଲେ ଦାବୀ

sb

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍‌ର ଗନ୍ଧର୍ଲା ଗାଁର ସର୍ବ ସାଧାରଣ ଖେଳ ପଡିଆଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ନିର୍ବାଚନରେ ବିଜେଡି ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦେବାକୁ କର୍ମୀ ମାନେ ଦାବୀ କରିଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଏହି ଉପାନ୍ତ ଅଞ୍ଚଳରେ ଅବହେଳିତ ହୋଇ ରହିଥିବା ବେଳେ ମୋତେ ଟିକେଟ ମିଳିଲେ ଅଞ୍ଚଳର ବିକାଶ କରିବି ବୋଲି କହିଛନ୍ତି ।

pc pk
Leave A Reply

Your email address will not be published.