om academy

ରାସ୍ତାର ଦୁଇ ପାର୍ଶ୍ଵରେ ଅନାବନା ଲଟାବୁଦା ସବୁ ସଫେଇ ପାଇଁ ଦାବୀ

jsm

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ରାସ୍ତା, ପ୍ରଧାନମନ୍ତ୍ରୀ ରାସ୍ତା, ପିଡବ୍ଲୁଡି ରାସ୍ତା ପାର୍ଶ୍ଵରେ ଅନାବନା ଲଟାବୁଦା ସବୁ ରହିଥିବା ଯୋଗୁଁ ରାସ୍ତା ଟର୍ଣ୍ଣିଙ୍ଗ ପାଖରେ ବାଟୋଇ, ଯାତ୍ରୀ ତଥା ଗାଡ଼ି ମଟର ଚଳାଚଳ ଦିଶୁନାହିଁ । ଯଦ୍ୱାରା ଏକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟ ଦେବାକୁ ଜନସାଧାରଣରେ ଦାବୀ କରିଛନ୍ତି ।

Leave A Reply

Your email address will not be published.