ପେଟ୍ରୋଲିୟମ୍‌ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କଳାମଣ୍ଡଳ ପଡିଆରେ ସାଇକ୍ଲେଥନ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଟ୍ରୋଲିୟମ୍‌ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗିର କଳାମଣ୍ଡଳ ପଡିଆରେ ସାଇକ୍ଲେଥନ୍‌ ଅନୁଷ୍ଠିତ ହୋଇଯାଇଛି । ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ସଂରକ୍ଷଣ ପାଇଁ ବିଭିନ୍ନ ପେଟ୍ରୋଲିୟମ୍‌ କମ୍ପାନୀ ପକ୍ଷରୁ ସାଇକେଲ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!