ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ପ୍ରିମିୟରଲିଗ ଉଦଘାଟିତ

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଠାରେ ବିଜୁ ପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଓଡ଼ିଶା ମହିଳା କ୍ରିକେଟ ଦଳର ଦୁଇଟି ଟିମ ମଧ୍ୟରେ ହୋଇଥିଲା ମୁକାବିଲା । ଆଗାମୀ ଦିନରେ ଏଥିରେ ଭାଗ ନେବେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ୩୨ ଟି ଟିମ ବୋଲି ଜଣାପଡିଛି ।

Leave A Reply

Your email address will not be published.