୧୪ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଶ୍ରୀ ସତ୍ୟସାଇ କ୍ରିକେଟ କ୍ଳବ୍ ମହାଲାଇ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୪ବାର୍ଷିକ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ୨ଟି ଲିଗ ମ୍ୟାଚରେ ପାଣ୍ଡେଲ ଓ ବଡଙ୍ଗୋମୁଣ୍ଡା ଦଳ ଜିତି କ୍ଵାଟରଫାଇନାଲ ଖେଳିଥିଲେ । ସେଥିରେ ବଡ଼ଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ଆମ ଆଦମୀ ପାର୍ଟି ପକ୍ଷରୁ ଆଶିଷ ପାଣ୍ଡେ, ସୁବୋଧ ମେହେର, ସରପଞ୍ଚ ଘନ ସାହୁ, ୱାର୍ଡ ସଭ୍ୟ ପଦୁଁ ରଣା, ରାଜେଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.