oom

୫ମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତିଯୋଗିତା : ସିକୁଆଁକୁ ହରାଇ ଦ୍ୱିତୀୟ ସେମିଫାଇନାଲରେ ପହଞ୍ଚିଲା ପୁଲସ୍‌ଖଣ୍ଡ

jsmm

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନରୁ ହୋଇ ଆସୁଥିବା ପଞ୍ଚମ ବାର୍ଷିକ ଲବଣୀ ସେନ୍‌ ନାଏକ କ୍ରିକେଟ ପ୍ରତଯୋଗିତାରେ ସୋମବାର ଦିନ ଗ୍ରୁପ୍ ‘ବି’ର ପ୍ରଥମ ମ୍ୟାଚରେ ମୁରସିଂହକୁ ପୂଳସ୍‌ଖଣ୍ଡ ହରାଇଥିଲା । ଦ୍ବିତୀୟ ମ୍ୟାଚରେ ନୁଆଁପାଲିକୁ ସିକୁଆଁ ହରାଇଥିଲା । ପୁଲସ୍‌ଖଣ୍ଡ ଓ ସିକୁଆଁ ମଧ୍ୟରେ ହୋଇଥିବା ଦ୍ବିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ପୁଳସ୍‌ଖଣ୍ଡ ଦଳ ବିଜୟୀ ହୋଇଥିଲା । ଆଜିର ମ୍ୟାଚଗୁଡ଼ିକୁ ବିଧାନ ସେଠ୍ ଓ ରାକେଶ ଗଡତ୍ୟା, ଅନନ୍ତ ମେହେର, ହମିତ୍ ଗଡତ୍ୟା ପରିଚାଳନା କରିଥିବା ବେଳେ ସରୋଜ ବଗର୍ତ୍ତି, ସଂଜିପ ହାତୀ, ସୁମନ୍ତ ଶାଣ୍ଡ, ଲାଲୁ ବଗର୍ତ୍ତି, ଜୀବନ ବେମାଲ, ରୀଙ୍କୁ ବାଗ, ରାଜା ବଗର୍ତ୍ତି, ଜୀବନ ବୁଧିଆ, ପ୍ରତ୍ୟୁଷ ଗଡତ୍ୟା, ସିଦ୍ଧାନ୍ତ ଜେନା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.