om academy

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୮୦ : ବଲାଙ୍ଗିର ପୌରାଂଚଳରୁ ୫

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ମାତ୍ର ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧, ୨, ୭, ୧୦ ଓ ୧୯ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଳକ୍‌ ଆଗଲ୍‌ପୁଣ ଗ୍ରା.ପ.ରୁ ୧, ଭରସୁଜା ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଗନ୍ଧର୍ଲା ଗ୍ରା.ପ.ରୁ ୧, କୁରସୁଡ଼ ଗ୍ରା.ପ.ରୁ ୨ ଓ ସିନ୍ଧେକେଲା ଗ୍ରା.ପ.ରୁ ୪, ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ୨, ନୁନହାଡ଼ ଗ୍ରା.ପ.ରୁ ୪, ସରମୁହାଣ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୧, କୁଲ୍‌ତାପଡ଼ା ଗ୍ରା.ପ.ରୁ ୧ ଓ ବନ୍ଧପଡ଼ା ଗ୍ରା.ପ.ରୁ ୨, ତୁଷୁରା ଏନ୍‌ଏସି ୱାର୍ଡ ନଂ.୬ରୁ ୩ ଓ ୫ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୬ରୁ ୩, ୫ରୁ ୮, ୨ରୁ ୧, ୩ରୁ ୧, ୪ରୁ ୧ ଓ ୧୦ରୁ ୧, ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ଗ୍ରା.ପ.ରୁ ୨, ଖପ୍ରାଖୋଲ ଗ୍ରା.ପ.ରୁ ୨, ଲାଠୋର ଗ୍ରା.ପ.ରୁ ୨ ଓ ଓଡ଼ିଆପାଲି ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବାଦିବାହାଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବନାଇମୁଣ୍ଡା ଗ୍ରା.ପ.ରୁ ୩, କେନ୍ଦୁମୁଣ୍ଡି ଗ୍ରା.ପ.ରୁ ୧, ଖୁଣ୍ଟସମଲେଇ ଗ୍ରା.ପ.ରୁ ୨ ଓ ତେଣ୍ଡାପଦର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୧ରୁ ୧ ଓ ୧୧ରୁ ୧, ପୁଇଁନ୍ତଲା ବ୍ଲକ୍‌ ଗଇଁନ୍ତଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଭଦ୍ରା ଗ୍ରା.ପ.ରୁ ୧, ବିବିନା ଗ୍ରା.ପ.ରୁ ୧, ଡେଙ୍ଗ୍‌ ଗ୍ରା.ପ.ରୁ ୫, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୪ ଓ କଅଁସର ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲି ୱାର୍ଡ ନଂ. ୮ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ଚାଉଲଶୁଖା ଗ୍ରା.ପ.ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି ।

ତେବେ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୬୩୬୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬୪୬ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୬୮୪ ଜଣ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ବ୍ୟକ୍ତି ରହିଥିବା ସରକାରୀ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.