oom

ବଲାଙ୍ଗିର ଜିଲ୍ଲାରେ ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୮୪

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୧୮ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୮୪ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୧୩ରୁ ୧, ୧୬ରୁ ୧, ୧୭ରୁ ୧, ୯ରୁ ୧, ୫ରୁ ୩, ୬ରୁ ୩, ୧୪ରୁ ୪, ୨୦ରୁ ୪, ୭ରୁ ୪, ୧୧ରୁ ୫, ୧୮ରୁ ୬, ୧୯ରୁ ୬, ୪ରୁ ୭, ୧୫ରୁ ୯, ୨୧ରୁ ୧୦ ଓ ୨ରୁ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୬ ଜଣ, ବଲାଙ୍ଗିର ବ୍ଲକରୁ ୧୫ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ ଜଣ, ବେଲପଡ଼ା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ସମୁଦାୟ ୭୩ ଜଣ ଓ କେବଳ କୁତୁର୍ଲା ଗ୍ରା.ପ.ରୁ ୪୬ ଜଣ, ଗୁଡ଼ଭେଲା ବ୍ଲକରୁ ୨୭ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୧୪ ଜଣ, ଲୋଇସିଂହା ବ୍ଲକରୁ ୮ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ଼ ଏନ୍‌ଏସିରୁ ଜଣେ, ସଇଁନ୍ତଲା ବ୍ଲକରୁ ୧୫ ଜଣ, ଟିଟିଲାଗଡ଼ ବ୍ଲକରେ ଜଣେ, ତୁରେକେଲା ବ୍ଲକରେ ୨୬ ଜଣ, ତୁଷୁରା ଏନ୍‌ଏସିରୁ ଜଣେ ଏବଂ ପୁଇଁନ୍ତଲା ବ୍ଲକରୁ ୨୦ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

jittmm
Leave A Reply

Your email address will not be published.