ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଝରଣୀପାଲି ଗ୍ରା.ପ.ରୁ ୨ ଜଣ, ନଅଗାଁ ବି ଗ୍ରା.ପ.ରୁ ୧ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ବ୍ଲକ ଗୁଡଭେଲା ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ହୀରାପୁର ଗ୍ରା.ପ.ରୁ ୧ ଜଣ, ବୁର୍ଡା ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ଗ୍ରା.ପ.ରୁ ୨ ଜଣ, ସଇଁତଲା ବ୍ଲକ ଡେଙ୍ଗ ଗ୍ରା.ପ.ରୁ ୧ ଜଣ, ବୁଢାବାହାଲ ଗ୍ରା.ପ.ରୁ ଜଣେ, କୁମ୍ଭାରି ଗ୍ରା.ପ.ରୁ ୧ ଜଣ, ତୁରେକେଲା ବ୍ଲକ ଚାଉଲସୁଖା ଗ୍ରା.ପ.ରୁ ୧ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!