ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨ ଶହ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ସତ୍ୱେ ସବୁ ବାଡ଼ ବତା ଡେଇଁ ଆଗକୁ ମାଡ଼ି ଚାଲିଛି ସଂକ୍ରମଣ । ଏଭଳି ସ୍ଥିତିରେ ସମସ୍ତେ ସଜାଗ ହେବା ନିହାତି ଆବଶ୍ୟକ । ସୂଚନାଯେଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୮୫୬କୁ ପହଂଚିଛି ।

Leave A Reply

Your email address will not be published.