ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୩ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୫ଜଣ, ବେଲପଡ଼ା ବ୍ଲକରୁ ୫ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଗୁଡ଼ଭେଲା ବ୍ଲକରୁ ୪ଜଣ, ଖପ୍ରାଖୋଲ ବ୍ଲକରୁ ୨୨ଜଣ, ଲୋଇସିଂହା ବ୍ଲକରୁ ଜଣେ, ମୁରିବାହାଲ ବ୍ଲକରୁ ୧୦ ଜଣ, ପାଟଣାଗଡ଼ ବ୍ଲକରୁ ୧୪ଜଣ, ସଇଁନ୍ତଲା ବ୍ଲକରୁ ୮ ଜଣ, ଟିଟିଲାଗଡ଼ ବ୍ଲକରୁ ୬ଜଣ, ଟିଟିଲାଗଡ ମ୍ୟୁନିସିପାଲିଟିରୁ ୩ ଜଣ, ଏବଂ ତୁରେକେଲା ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବା ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.