ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୧ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୩ ଜଣ, ବେଲପଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ୬ ଜଣ, ଗୁଡଭେଲା ବ୍ଲକରୁ ୫, ଖପ୍ରାଖୋଲ ବ୍ଲକରୁ ୧୨ ଜଣ, ଲୋଇସିଂହା ବ୍ଲକରୁ ୧ ଜଣ, ମୁରିବାହାଲ ବ୍ଲକରୁ ୧ ଜଣ, ପାଟଣାଗଡ ବ୍ଲକରୁ ୫ ଜଣ, ସଇଁନ୍ତଲା ବ୍ଲକରୁ ୭ ଜଣ, ଟିଟିଲାଗଡ ବ୍ଲକରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟିରୁ ୬ ଜଣ, ତୁରେକେଲା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.