ବଲାଙ୍ଗିର ଜିଲ୍ଲାରୁ ଆଜି ୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୩ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୈାରାଚଂଳ ୱାର୍ଡ ନଂ.୧୫ରୁ ଜଣେ ଚିହ୍ନଟ ହୋଇଥିବା ବେଳେ କଣ୍ଟାବାଞ୍ଜି ଏନ୍‌ଏସସି ୱାର୍ଡ ନଂ. ୧୫ରୁ ଜଣେ ଏବଂ ଟିଟିଲାଗଡ ପୌରାଚଂଳ ୱାର୍ଡ ନଂ.୧୪ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ୧୪ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.