jayashree

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମହିଳା କ୍ୟାଡର ମାଓବାଦୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବଲାଙ୍ଗିର ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ କାଟୁଥିବା ମହିଳା କ୍ୟାଡର ମାଓବାଦୀ ନିର୍ମଲା ମାଝି । ଅଭିଯୋଗ ପକ୍ଷରୁ ସାକ୍ଷ ଗ୍ରହଣ ହେବାର ଥିଲା । ତେବେ ସାକ୍ଷମାନେ ନୋଟିସ ସତ୍ତ୍ବେ ମଧ୍ୟ କୋର୍ଟରେ ଉପସ୍ଥିତ ହୋଇନଥିବା ଯୋଗୁଁ ଏହି କେସକୁ ମୁଲତବି କରାଯାଇଛି । ପରବର୍ତ୍ତି ଶୁଣାଣି ଆସନ୍ତା ମାସ ୨ ତାରିଖ ରଖାଯାଇଥିବା ନିର୍ମଲାଙ୍କ ଓକିଳ ବିଷ୍ଣୁପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.