ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ଅଭିଯୋଗ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ମୁର୍ଷୁଣ୍ଡ ପଞ୍ଚାୟତ ଗୋଦାମରୁ ରବିବାର ରାତିରେ ତାଲା ଭାଙ୍ଗି ପିଡିଏସ୍‌ ଚାଉଳ ଚୋରି ହୋଇଥିବା ନେଇ ଯୋଗାଣ ସହାୟକ ରୋହିତ ସେଠ ସାଲେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ୍‌ ନଂ୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରାୟ ୧୦୦ ପ୍ୟାକେଟ ଚାଉଳ ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ।

Leave A Reply

Your email address will not be published.