ରମାଇ ଟକିଜ ନିକଟସ୍ଥ ଚୋରି ହୋଇଥିବା ଟିକମ ଚନ୍ଦ ଜେନେରାଲ ଷ୍ଟୋର ତଦନ୍ତ ପାଇଁ ପହଂଚିଲା ସାଇଣ୍ଟିଫିକ୍ଟ ଟିମ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସ୍ଥାନୀୟ ରମାଇ ଟକିଜ ନିକଟସ୍ଥ ଟିକମ ଚନ୍ଦ ଜେନେରାଲ ଷ୍ଟୋରରୁ ଛାତ ଫାଡ଼ି ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଦୋକାନ ମାଲିକ ଟିକମ ଚନ୍ଦ ଅଭିଯୋଗ କରିଥିଲେ । ପରେ ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଥିବା ବେଳେ ଏବେ ସାଇଣ୍ଟିଫିକ୍ଟ ଟିମ୍‌ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.