oom

ତୁଳସୀନଗର ଠାରେ ଲୁହା ଛଡ ଚୋରକୁ କାବୁ କରି ଟାଉନ ପୋଲିସର ଜିମା ଦେଲେ ପଡାବାସୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗର ଠାରେ ଏକ ଚୋରକୁ ଧରି ନିର୍ଦ୍ଧୁମ ଛେଚି ଟାଉନ ପୋଲିସର ଜିମା ଦେଇଛନ୍ତି ପଡାବାସୀ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ନୂତନ ଭାବେ ତିଆରି ହେଉଥିବା ଏକ ଘରୁ ଆଜି ସକାଳୁ ରୁଗୁଡିପଡା ଅଂଚଳର ଗୋଟିଏ ଚୋର ଲୁହା ଛଡ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ଚୋରଟିକୁ ନିର୍ଦ୍ଧୁମ ଛେଚି ସ୍ଥାନୀୟ ଲୋକେ ପୋଲିସର ଜିମାରେ ଦେଇଛନ୍ତି । ବର୍ତ୍ତମାନ ଚୋରଟି ଟାଉନ ଥାନାରେ ଅଟକ ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.