ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର କେୟାର ସେଣ୍ଟର ପାଇଁ ବିବିଏମ୍‌ସିଏଚ୍‌ ସୁପରିଟେଣ୍ଡଣ୍ଟଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର କେୟାର ସେଣ୍ଟର ଖୋଲାଯିବା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସୁପରିଟେଣ୍ଡଣ୍ଟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସୂଚନାଯୋଗ୍ୟ ଯେ, ବଲାଙ୍ଗିରର ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ପରିଜନ ଉପରୋକ୍ତ ବିଷୟରେ ଲିଖିତ ଭାବେ ରାଜ୍ୟସଭା ସାଂସଦ ଶ୍ରୀ ବିଶିଙ୍କୁ ଅନୁରୋଧ କରିଥିବା ବେଳେ ଏ ଦିଗରେ ସେ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.

error: Content is protected !!