centurian jitm

ରାଜେନ୍ଦ୍ର କଲେଜ ଛକ ସ୍ଥିତ ଟାଉନ ପ୍ଲାନିଂ ଷ୍ଟଲ ଗୁଡିକର ଛାଉଣୀକୁ ଭାଙ୍ଗିଲା ମ୍ୟୁନିସିପାଲିଟି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଛକ ସ୍ଥିତ ଟାଉନ ପ୍ଲାନିଂ ଅଫିସର ଷ୍ଟଲ ଗୁଡିକର ଛାଉଣୀ ରାସ୍ତାକଡକୁ ମାଡି ଆସିଥିବାରୁ ମ୍ୟୁନିସିପାଲିଟି ତରଫରୁ ଗତକାଲି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୂର୍ବରୁ ମ୍ୟୁନିସିପାଲିଟି, ଟାଉନ ପ୍ଲାନିଂ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୌରସଂସ୍ଥା ମ୍ୟୁନିସିପାଲିଟି ପକ୍ଷରୁ ଜେସିବି ଲଗାଇ ଷ୍ଟଲ ଗୁଡିକର ଛାଉଣୀକୁ ଭଙ୍ଗା ଯାଇଛି ।

Leave A Reply

Your email address will not be published.