ls

କଲେଜ ପରିସରରେ ଚାରା ରୋପଣ

sb

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ପୌରପରିସଦର ୯ ନମ୍ବର କେବି ହିଷ୍ଟ କଲେଜ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଜୁ ଯୁବ ଜନତାଦଳ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଯୁବ ନଗର ସଭାପତି ପାର୍ଥ ବିଶ୍ୱାଳ, ଛାତ୍ର ନଗର ସଭାପତି ସନ୍ଦୀପ ମହାନ୍ତି, ୧୩ ନମ୍ବର ୱାର୍ଡ କାଉନସିଲ ମାଧବୀ ମିଶ୍ର, ୮ ନମ୍ବର ରାଜେନ୍ଦ୍ର ପାଢ଼ୀ, ୪ନମ୍ବର ତ୍ରିଲୋଚନ କଁହର, ୩ ନମ୍ବର ବିରଜା କଁହର ଏବଂ ଯୁବ ଜନତା ଓ ଛାତ୍ର ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.