om academy

ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର ଚାଲିଗଲେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର(୮୭) ଗତକାଲି ଚାଲିଗଲେ । ୧୯୯୩ରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ଗୋଷ୍ଠୀ ସମ୍ପ୍ରସାରଣ ପ୍ରଶିକ୍ଷକ ଭାବରେ ସେ ଅବସର ଗ୍ରହଣ । ଫୁଟବଲ ଖେଳରେ ବିଶେଷ କୃତିତ୍ବ ଅର୍ଜନ କରିଥିଲେ ସ୍ୱର୍ଗତ ମହାକୁର । ତାଂକ ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ଧର୍ମପତ୍ନୀ ସେବତୀ ମହାକୁର, ପୁଅ ଭରତ କୁମାର ମହାକୁର, ଶରତ କୁମାର ମହାକୁର, ରଜତ କୁମାର ମହାକୁର, ଗୋପାଲ ମହାକୁର (ପିଙ୍କୁ), ଭାଇ ବ୍ରଜରାଜ ମହାକୁର ଓ ଲଳିତ ମୋହନ ମହାକୁର ଉପସ୍ଥିତ ଥିଲେ ।

Leave A Reply

Your email address will not be published.