centurian jitm

ବସାଲୋଇ ଛକ ନିକଟରେ କାର୍‌ ଦୁର୍ଘଟଣା

ଦେବଗଡ଼ : ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦେବଗଡ଼ ମଡେଲ ଥାନା ଅଧିନ ବାରକୋଟ ବ୍ଲକ ବସାଲୋଇ ଛକ ନିକଟରେ ଏକ କାର ଦୁର୍ଘଟଣା ହୋଇଛି । କାର ଭିତରେ କେହି ନଥିବାରୁ ଗାଡି ମାଲିକ ଓ ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ତେବେ ଏହି ଦୁର୍ଘଟଣା କେମିତି ଘଟିଲା ଏବଂ ଦୁର୍ଘଟଣା ସମୟରେ ଏଥିରେ କିଏ ଥିଲେ କି ନାହିଁ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.