ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ

କଟକ : ଦିନକୁ ଦିନ ବଢିବାରେ ଳାଗିଛି ହାତୀଙ୍କ ଉପଦ୍ରବ । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ । ଶୁକ୍ରବାର ସିଡିଏ-୧୩ରେ ଥିବା ରେଭେନ୍ସ କ୍ୟାମ୍ପସ୍ ପରିସରରେ ଗୋଟିଏ ଦନ୍ତା ହାତୀ ପଶିଥିବା ନେଇ ଖବର ମିଳିଛି । ସୂଚନା ଯୋଗ୍ୟ ଯେ, କଟକ ‌ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦନ୍ତା ହାତୀଟି ଭିତରେ ପଶିବା ସହ କ୍ୟାମ୍ପସର ଗୋଟିଏ ପାଚେରୀ ଭାଙ୍ଗି ଦେଇଛି ।

Leave A Reply

Your email address will not be published.