ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଟାଉନ ପୋଲିସର ବ୍ୟାପକ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଯେମିତି କିଛି ଅପ୍ରିତିକର ସମ୍ୟାର ସୃଷ୍ଟି ନ ହୁଏ । ତାହାକୁ ଆଖି ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!