ବୁର୍ଲା ଥାନାରେ ପଶିଲା କରୋନା

ବୁର୍ଲା : ବୁର୍ଲା ଥାନାରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଥାନାର ୩ଜଣ କନେଷ୍ଟବଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ଜାଣିବା ପରେ ଥାନାକୁ ବିଶୋଧିତ କରାଯାଇଛି । ଥାନାରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସମସ୍ତଙ୍କୁ ପରୀକ୍ଷା କରାଯାଇ ଉଚିତ୍‌ ଚିକିତ୍ସା ପ୍ରଦାନ କରାଯିବା ସୂଚନା ରହିଛି ।

Leave A Reply

Your email address will not be published.