ମୁସଲିମ ସମାଜ ପକ୍ଷରୁ ବୃକ୍ଷ ରୋପଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଝୀନି, ଖୁଟୁଲମୁଣ୍ଡା, ତେତେଲଖୁଣ୍ଟି ଗାଁର ମୁସଲିମ ସମାଜ ପକ୍ଷରୁ ଗୁରୁବାର ବୃକ୍ଷରୋପଣ କରାଯାଇଥିଲା । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗକୁ ମଧ୍ୟ କାର୍ୟ୍ୟକ୍ରମ ଜାରି ରହିବ ବୋଲି କହିଥିଲେ ।

Leave A Reply

Your email address will not be published.