om academy

୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ମାମଲାରେ ସଂପୃକ୍ତ ଜଣଙ୍କୁ ଗିରଫ

jsm

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ବାଗୁରାଇ ଅଞ୍ଚଳରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନ ସୁଗାର ବ୍ୟାପାର ଚାଲିଥିବା ଖବର ପାଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ବାଗୁରାଇ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରୁଥିବା ବେଳେ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ମାମଲାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ତେବେ ଘଟଣା ସଂପର୍କରେ ଅଧିକ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିିଁ ।

Leave A Reply

Your email address will not be published.