oum

ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କଲା କଷ୍ଟମ୍‌ ବିଭାଗ

jsm

ପାରାଦୀପ : ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କରିଛି କଷ୍ଟମ୍‌ ବିଭାଗ । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡିଥିବା ସୂଚନା ମିଳିଛି । ଇଣ୍ଡୋନେସିଆରୁ ଆସି ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିବା ବେଳେ ପ୍ରାୟ ୫ କେଜିରୁ ଅଧିକ ପରିମାଣର ବ୍ରାଉନ ସୁଗାର କଷ୍ଟମ୍‌ ବିଭାଗ ଦ୍ୱାରା ଜବତ ହୋଇଥିବା ସୂଚନାରେ କୁହାଯାଇଛି । ତେବେ ଏହି ମାମଲାରେ ଆହୁରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.