ବିଜେପି ପକ୍ଷରୁ ବିଷମ କଟକ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

ବିଷମ କଟକ : ଭାରତୀୟ ଜନତା ପାର୍ଟି ତରଫରୁ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲାକାଙ୍କ ନେତୃତ୍ୱରେ ବିଷମ କଟକର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ଏବଂ ୟୁନିଟ ପିଛା ବିଦ୍ୟୁତର ଦର ବୃଦ୍ଧିକୁ ବିରୋଧ କରି ୧୧ ଦଫା ଦାବୀର ପ୍ରତିବାଦରେ ଭାରତୀୟ ଜନତା ପାର୍ଟିର ଅନେକ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.