oom

ବଲାଙ୍ଗିର ପୌର ପରିଷଦ ନିର୍ବାଚନ ଫଳାଫଳ : ବିଜେଡ଼ି ୧୬, କଂଗ୍ରେସ ୪ ଓ ବିଜେପି ଗୋଟିଏ ୱାର୍ଡରେ ବିଜୟୀ, ଅଧ୍ୟକ୍ଷା ପଦ ବିଜେଡ଼ି ମୁଣାରେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ନିର୍ବାଚନ ଫଳାଫଳ ସାମ୍‌ନାକୁ ଆସିଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ପଦବୀ ବିଜେଡ଼ି ମୁଣାକୁ ଆସିଛି । ସେହିପରି ବିଜେଡ଼ି ୧୬, କଂଗ୍ରେସ ୪ ଏବଂ ବିଜେପି ଗୋଟିଏ ୱାର୍ଡରେ କାଉନ୍‌ସିଲର୍‌ ଆସନ ହାତେଇଛି । ୱାର୍ଡ ନଂ.୧ରୁ ସସ୍ମିତା ନନ୍ଦ(ବିଜେଡ଼ି), ୨ରୁ ସରିତା ଦାଶ(ବିଜେଡ଼ି), ୩ରୁ ରଜନୀ ବନ୍‌ଛୋର୍‌(କଂଗ୍ରେସ), ୪ରୁ ଅରବିନ୍ଦ ପରୁଆ(କଂଗ୍ରେସ), ୫ରୁ ଲଲାଟେନ୍ଦୁ ପଟ୍ଟନାୟକ(ବିଜେଡ଼ି), ୬ରୁ ପିଙ୍କି କବାଟ(ବିଜେଡ଼ି), ୭ରୁ ଶମ୍ଭୁ ନାଗ(ବିଜେଡ଼ି), ୮ରୁ ନନ୍ଦିନୀ ପୋଢ଼(ବିଜେଡ଼ି), ୯ରୁ ପ୍ରେମଲତା ନାଏକ(ବିଜେଡ଼ି), ୧୦ରୁ କିଶୋର କୁମ୍ଭାର(ବିଜେଡ଼ି), ୧୧ରୁ ପ୍ରଦୀପ ମିଶ୍ର(କଂଗ୍ରେସ), ୧୨ରୁ ଅଂଜଳି ସାହୁ(କଂଗ୍ରେସ), ୧୩ରୁ ଇସ୍ମିତା ଇରା ଖାନ୍‌(ବିଜେଡ଼ି), ୧୪ରୁ ସଂଜୁଲତା ଦନ୍ତା, ୧୫ରୁ ମହେନ୍ଦ୍ର ବାଗ(ବିଜେଡ଼ି), ୧୬ରୁ ସନ୍ତୋଷିନୀ କୁଅଁର(ବିଜେଡ଼ି), ୧୭ରୁ ପ୍ରତିମା ଛତ୍ରିଆ(ବିଜେଡ଼ି), ୧୮ରୁ ଗଙ୍ଗାଧର ଚାନ୍ଦ(ବିଜେଡ଼ି), ୧୯ରୁ ହରିଶଙ୍କର ଛତ୍ରିଆ(ବିଜେପି), ୨୦ରୁ ଗାୟତ୍ରୀ ଭୋଇ(ବିଜେଡ଼ି) ଓ ୨୧ରୁ ଶତୃଘ୍ନ ବାଗ(ବିଜେଡ଼ି) କାଉନ୍‌ସିଲର୍‌ ଭାବେ ବିଜୟୀ ହୋଇଛନ୍ତି ।

jittmm
Leave A Reply

Your email address will not be published.