ବଲାଙ୍ଗିର ଜିଲ୍ଲା ପରିଷଦର ୩୪ରୁ ୩୪ ଆସନ ହାତେଇବାକୁ ଆଶା ବାନ୍ଧିଛି ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦର ୩୪ରୁ ୩୪ ଆସନ ହାତେଇବାକୁ ଆଶା ବାନ୍ଧିଛି ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିଜୁ ମହିଳା ଜନତା ଦଳର ବଲାଙ୍ଗିର ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ବାଗ । ସେ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ସ୍ଥିତି ବେଶ ସୁଦୃଢ ରହିଛି । ଚଳିତ ଥର ବଲାଙ୍ଗିର ଜିଲ୍ଲା ପରିଷଦର ୩୪ରୁ ୩୪ ଆସନ ବିଜେଡି ଅକ୍ତିଆର କରିବାରେ ସଫଳ ହେବ ।

Leave A Reply

Your email address will not be published.