ବିଶ୍ୱ ବନ ଦିବସ ଅବସରରେ ସଚେତନତା ବା‌ର୍ତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ବନ ଦିବସ ଅବସରରେ ଗାନ୍ଧୀ ଛକ ଠାରେ ସଚେତନତା ବା‌ର୍ତ୍ତା । ଜଙ୍ଗଲରେ ନିଆଁ ଲାଗୁ ଥିବାରୁ ଉଦବେଗ ପ୍ରକାଶ କଲେ ସଚେତନ ନାଗରିକ । ଏଥିରେ ସ୍ୱାମୀ ଧ୍ୟାନ ଦୀପକ, ରମେଶ ମହାପାତ୍ର, ଅଲିମ ରିଜବି, ରମେଶ ପତି, ଅସିତ ସାହୁ, ଗୁରୁ ଚରଣ ହରପାଲ ପ୍ରମୁଖ ଥିଲେ ଉପସ୍ଥିତ ।

Leave A Reply

Your email address will not be published.