om academy

ଜିଲ୍ଲାପାଳଙ୍କୁ ଭେଟିଲେ ବିସ୍ଥାପିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନ ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ଚୁଡାପାଲି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଛି । ବହୁ ଲୋକ କ୍ଷତିପୂରଣ ପାଇ ନଥିବାରୁ ସେମାନେ ଆସି ଜିଲ୍ଲାପାଳଙ୍କୁ ଆଉ କିଛି ଦିନର ସମୟ ମାଗିଛନ୍ତି । ଚୁଡାପାଲିର କୁଳମଣି ମେହେର, ଲିଙ୍ଗରାଜ ପଟେଲ, ହରେରାମ ସାହୁ, ରାଜେଶ୍ୱରୀ ତାଣ୍ଡି, ଅଶ୍ୱିନୀ ନାଏକ ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.